Skip to main content

ନିୟମ ଏବଂ ପ୍ରଶ୍ନାବଳି

Last updated: 14th February 2023

Moj କ୍ରିଏଟର୍ ରେଫରାଲ୍ ପ୍ରୋଗ୍ରାମ୍ କଣ?

Moj କ୍ରିଏଟର୍ ରେଫରାଲ୍ ପ୍ରୋଗ୍ରାମ୍ ଗୋଟିଏ ଇନ୍ଭିଟେସନ୍ ପ୍ରୋଗ୍ରାମ୍ ଯୋଉଥିରେ Moj ୟୁଜର୍ସ ପୁରସ୍କାର ଜିତି ପାରିବେ ନିଜ ସାଥୀ କ୍ରିଏଟର୍ସ ମାନଙ୍କୁ Moj ଆପ୍ କୁ ରେଫର୍ କରିକି। ଏହି ରେଫରାଲ୍ ପ୍ରୋଗ୍ରାମ୍ Moj ଆଣ୍ଡ୍ରଏଡ଼୍ ଏବଂ ଆଇଓଏସ୍ ଆପ୍ଲିକେସନ୍ସ ରେ ଚାଲିବ ଏବଂ ତା ସହ ମୋହଲ୍ଲା ଟେକ୍ ପ୍ରାଇଭେଟ୍ ଲିମିଟେଡ୍ (“**MTPL**”) ଦ୍ୱାରା ପ୍ରଦାନ କରା ଯାଇଥିବା ଭର୍ସନ୍ସ ରେ ମଧ୍ୟ ଚାଲିବ ଯାହାକୁ ଆମେ ସଂୟୁକ୍ତ ରୂପରେ "**ପ୍ଲାଟଫର୍ମ**" କହି ସମ୍ବୋଧନ କରିବୁ।

ଆପଣ କାହାକୁ ରେଫର୍ କରି ପାରିବେ?

ଆପଣ Moj ରେ ଥିବା କ୍ରିଏଟର୍ସ ମାନଙ୍କ ସହ ଅନ୍ୟ ପ୍ଲାଟଫର୍ମ ରେ ଥିବା କ୍ରିଏଟର୍ସ ମାନଙ୍କୁ ମଧ୍ୟ ରେଫର୍ କରି ପାରିବେ।

  • ନୂଆ କ୍ରିଏଟର୍ସ: ଓରିଜିନାଲ କଣ୍ଟେଣ୍ଟ କ୍ରିଏଟର୍ସ ଯୋଉମାନଙ୍କର ଅତି କମ୍ ରେ 5 ଟା ଭିଡିଓ ଅନ୍ୟ ପ୍ଲାଟଫର୍ମ ରେ ଥିବ।
  • Moj କ୍ରିଏଟର୍ସ: ଓରିଜିନାଲ କଣ୍ଟେଣ୍ଟ କ୍ରିଏଟର୍ସ ଯୋଉମାନଙ୍କର ଅତି କମ୍ ରେ 5 ଟା ଭିଡିଓ Moj ରେ ଥିବ।
  • ଆପଣ ରେଫର୍ କେମିତି କରି ପାରିବେ?

    କ୍ରିଏଟର୍ ରେଫରାଲ୍ ପେଜ୍ ଦ୍ୱାରା ଜେନେରେଟ୍ ହେଇଥିବା ଲିଙ୍କ କୁ ଶେୟାର୍ ଏବଂ ସମସ୍ତଙ୍କ ପାଖକୁ ପଠେଇ କି।

    ଆପଣଙ୍କୁ ପୁରସ୍କାର କେବେ ମିଳିବ?

    ଆପଣଙ୍କ ପ୍ରତ୍ୟେକ ସଫଳ ରେଫରାଲ୍ ପାଇଁ Rs.50 (100 ମିନିଟ୍) ଜିତିବେ (ଥରେ ନିମନ୍ତ୍ରଣକାରୀ ରେଫର୍ ଦ୍ୱାରା ଅଂଶୀଦାର ହୋଇଥିବା ଲିଙ୍କରେ କ୍ଲିକ୍ କରିସାରିଛନ୍ତି, ମୋବାଇଲ୍ ଆପ୍ଲିକେସନ୍ ଇଂସ୍ଟଲୈଶନ କରିସାରିଛନ୍ତି, MFC ପ୍ରୋଗ୍ରାମ ପାଇଁ ଆବେଦନ କରିଛନ୍ତି ଏବଂ MFC ପ୍ରୋଗ୍ରାମରେ ମନୋନୀତ ହୋଇଛନ୍ତି) |

    ନୋଟ: ରେଫରାଲ୍ ଗୁଡିକୁ କନ୍ସିଡର କରିବାକୁ 7 ଦିନ ମଧ୍ୟରେ ଆପଣଙ୍କର ସାଙ୍ଗମାନେ MFC ପ୍ରୋଗ୍ରାମରେ ଆବେଦନ କରିବା ଉଚିତ୍ | MFC ରେ ଆବେଦନ କରିବା ପରେ, ଆମ ଟିମ ରେଫରାଲର ଯାଞ୍ଚ ପାଇଁ 15-20 ଦିନ ପର୍ଯ୍ୟନ୍ତ ସମୟ ନେଇପାରେ, ଏବଂ ସଫଳ ରେଫରାଲ୍ ଉପରେ ନିର୍ମାତା ରେଫରେନ୍ସ 50 ଟଙ୍କା (100 ମିନିଟ୍) ଜିତିବେ | ସିଲେକ୍ଶନର 1-2 ଦିନ ମଧ୍ୟରେ ଆପଣଙ୍କ ମୋବାଇଲ୍ ଆପ୍ଲିକେସନ୍ ୱାଲେଟରେ ଏମାଉଣ୍ଟ ପ୍ରତିଫଳିତ ହେବ |

    କେବେ ଏକ କ୍ରିଏଟର୍ MFC ପ୍ରୋଗ୍ରାମ୍ ପାଇଁ ଆପ୍ଲାଏ କରିବା ପାଇଁ ଏଲିଜିବଲ୍ ହେବେ?

    ଦୟାକରି MFC ପ୍ରୋଗ୍ରାମ୍ ରT&Cs କୁ ପଢ଼ନ୍ତୁ ।

    Moj କ୍ରିଏଟର୍ ଇକୋସିଷ୍ଟମ୍ ର ଏକ ଭାଗ ହେଲା ପରେ (MFC ରେ ସିଲେକ୍ଟ ହେଇକି), କ୍ରିଏଟର୍ କୁ ପୁରସ୍କାର କେମିତି ମିଳିବ?

    କ୍ରିଏଟର୍ ଉଭୟ ମନିଟାରି ଆଉ ନନ୍-ମନିଟାରି ପୁରସ୍କାର ପାଇଁ ଯୋଗ୍ୟ ହେବେ।
    ମନିଟାରି:

  • ୱିକ୍ଲି ଇନ୍ସେଟିଭ୍ସ ରୂପରେ ପଇସା ଅର୍ଜନ କରନ୍ତୁ
  • ବ୍ରାଣ୍ଡ କୋଲାବରେସନ୍ସ ଦ୍ୱାରା
  • କ୍ରିଏଟର୍ ରେଫରାଲ୍ ପ୍ରୋଗ୍ରାମ୍ ଦ୍ୱାରା ପଇସା ଅର୍ଜନ କରନ୍ତୁ
  • ନନ୍-ମନିଟାରି:
  • ପର୍ଫର୍ମାନ୍ସ ଇନ୍ସାଇଟ୍ସ
  • ପ୍ରୋଫାଇଲ୍ ରେ ବ୍ୟାଜେସ୍
  • Moj ସହ ଡାଇରେକ୍ଟ କମ୍ୟୁନିକେସନ୍